ଭଦ୍ରକ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ

Spread the love

ଭଦ୍ରକ : ଭଦ୍ରକ ଜିଲ୍ଲା ଭାରତୀୟ ଜନତା ପାର୍ଟି ର ଆଜି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକାରିଣୀ ବୈଠକରେ ଦଳୀୟ ସଂଗଠନକୁ ସୁଦୃଢ କରାଯିବା ସମ୍ପର୍କରେ ଆଲୋଚନା ହେଉଛି । ବିଜେପିର ବୁଥ କମିଟି ଗଠନ କାର୍ଯ୍ୟକୁ କିପରି ତ୍ବରାନ୍ୱିତ କରାଯିବ ସେ ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଉଥିବା ଦଳୀୟ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *