ଦୁର୍ନୀତି ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବନ୍ତ -ଭଣ୍ଡାରିପୋଖରୀ ବିକାଶ ମଞ୍ଚର ଧାରଣା

Spread the love

ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ବୈତରଣୀ ଜଳ ସେଚନ ଡିଭିଜନ, ଶାଳପଡ଼ା ଅନ୍ତର୍ଗତ ଭଣ୍ଡାରିପୋଖରୀର ବିରିଡ଼ି ଠାରୁ ଆଖୁଆପଦା ହାଇଲେବୁଲ କେନାଲ ପର୍ଯ୍ୟନ୍ତ କେନାଲ ଶଯ୍ୟା ଓ ବନ୍ଧ ରାସ୍ତା ନବୀକରଣ କାର୍ଯ୍ୟରେ ଦୁର୍ନୀତି ତଦନ୍ତ ଦାବିରେ ବନ୍ତ -ଭଣ୍ଡାରିପୋଖରୀ ବିକାଶ ମଞ୍ଚ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକ ଧାରଣା ଦିଆଯାଇଛି ।

Leave a Reply

Your email address will not be published. Required fields are marked *