ମତଦାନ ଅଧିକାର ସାବ୍ୟସ୍ତ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

Spread the love

ମତଦାନ ଅଧିକାର ସାବ୍ୟସ୍ତ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ା : ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଝାରସୁଗୁଡ଼ା ପେ?ରପାଳିକା ଅନ୍ତର୍ଗତ ସରବାହାଲର ଏକ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି । । ଏହାପୂର୍ବରୁ ସେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ମତଦାନ କରିବା ପରେ ସେ ଝାରସୁଗୁଡ଼ାର ଜନସାଧାରଣଙ୍କୁ ସେମାନଙ୍କର ଭୋଟ ଦାନ ମେ?ଳିକ ଅଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *