ସର୍ଟ ସର୍କିଟରୁ ଜଳିପୋଡି ପାଉଁଶ କେମିକାଲ ପ୍ଲାଣ୍ଟ

Spread the love

ଟିଟିଲାଗଡ଼ ବେଲଗାଁ ରୋଡ଼ ସ୍ଥିତ ଚୋରମରା ଗାଁରେ ଥିବା ମହାବୀର ପେପର ମିଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି କେମିକାଲ ପ୍ଲାଣ୍ଟ ଜଳିପୋଡି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି। ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବଭାଗ ପହଞ୍ଚି ନିଆଁକୁ ଆୟତ କରିଛି ।

Leave a Reply

Your email address will not be published. Required fields are marked *