ବିଧାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କର୍ତୃତ୍ୱ ନାହିଁ: ବିଜୟ ପଟ୍ଟନାୟକ

Spread the love

ଭୁବନେଶ୍ୱର : ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କର ଆଉ ତାଙ୍କ ବିଧାୟକଙ୍କ ଉପରେ କର୍ତୃତ୍ୱ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ରେମୁଣା ବିଧାୟକଙ୍କ ନାଁରେ ଆସିଥିବା ଜାଲିଆତି ଲୋକୟୁକ୍ତରେ ପ୍ରମାଣିତ ହେବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଆଗରୁ ଦୁର୍ନୀତି ଅଭିଯୋଗ ଆସୁଥିଲେ ସଙ୍ଗେ ସଙ୍ଗେ ସିଏ ଆକ୍ସନ ନେଉଥିବା କହୁଥିଲେ । ଏବେ ପ୍ରମାଣିତ ହେଲା ପରେ ବି କୌଣସି ପ୍ରତିକ୍ରିୟା ନାହିଁ । ଏଥିରୁ ଜଣାପଡୁଛି ବୋଧେ ତାଙ୍କ ପାଖରେ କିଛି ଖବର ନାହିଁ । ୫-ଟି କଥା କୁହାଯାଉଛି କିନ୍ତୁ ଏଠି ଟ୍ରାନ୍ସପରେନ୍ସି କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *