କଂଗ୍ରେସ ନେତୃତ୍ୱ ଉପରେ ବର୍ଷିଲେ ଚିରଂଜୀବ ବିଶ୍ୱାଳ

Spread the love

ଭୁବନେଶ୍ୱର – କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ୱାଳ କଂଗ୍ରେସ ନେତୃତ୍ୱ ଉପରେ ବର୍ଷିଛନ୍ତି ।

ସେ ପିସିସି ସଭାପତି ଙ୍କୁ ସିଧାସଳଖ ଟାର୍ଗେଟ କହିଛନ୍ତି ଆମ ଦଳର ରୋଗ ଅଛି ଯିଏ ପିସିସି ସଭାପତି ହେଇଯିବ ସେ କାହାକୁ ପଚାରିବନି । ଯାହା କି ଆମ ଦଳର ବଡ଼ ରୋଗ । କଂଗ୍ରେସ ଦଳରେ ନେତୃତ୍ୱ ସଙ୍କଟ ରହିଛି । ପ୍ରଚାର କେମିତି ଚାଲିଛି କାହାକୁ ଡାକୁ ଛନ୍ତି ତାହା ଜଣା ପଡୁନି । ନିର୍ବାଚନ ଲଢ଼ିବା ମନୋ ବୃତ୍ତି ନାହିଁ ଆଉ କଂଗ୍ରେସରେ । ୯ ଜଣ ବିଧାୟକରେ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାଥି । ୧୪୭ ଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ପ୍ରାର୍ଥୀ ଆଉ ମିଳିବେନି ।

Leave a Reply

Your email address will not be published. Required fields are marked *