ଗଳ୍ପ ସଂକଳନ ‘କେତେବେଳେ କୋଉ କଥା’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

Spread the love

ଭୁବନେଶ୍ୱର : କବି ରକ୍ଷକ ନାୟକଙ୍କ ପ୍ରଥମ ଗଳ୍ପ ସଂକଳନ ‘କେତେବେଳେ କୋଉ କଥା’  କୁ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନ ଠାରେ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରକାଶକ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ଗଙ୍ଗାଧର ତ୍ରିପାଠୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *