ସିପିଆଇର ବିକ୍ଷୋଭ ପ୍ରଦର୍ଶନ

Spread the love

ଦରଦାମ ବୃଦ୍ଧିକୁ ନେଇ ସିପିଆଇର ବିକ୍ଷୋଭ ପ୍ରଦର୍ଶନ। ସିପିଆଇର ରାଜ୍ୟ ଓ ଜିଲାସ୍ତରୀୟ ନେତୃବୃନ୍ଦ ଏକ ବିଶାଳ ଶୋଭାଯାତ୍ରାରେ ବଡ଼ବିଲ ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପର୍ଦଶନ କରିଛନ୍ତି। ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ଦାବୀପତ୍ର ମଧ୍ୟରେ ଅତ୍ୟାଆବଶ୍ୟକ ସାମଗ୍ରୀ, ରନ୍ଧନ ଗ୍ୟାସ, ପେଟ୍ରୋଲିୟମ ପଦାର୍ଥ ଦରଦାମ ଉପରେ ରୋକ ଲଗାଇବା ଏବଂ ବନ୍ଦଥିବା ଖଣି ଖୋଲିବା ସହ ଛଟେଇ ହୋଇଥିବା ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଆଦି ଦାବୀ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *