ଶେଷ ରଜରେ ଆମିଷ ମାର୍କେଟରେ ଭିଡ଼

ଆଜି ଶେଷ ରଜ। ରବିବାରରେ ଶେଷ ରଜ ପଡ଼ିଥିବାରୁ ଆମିଷ ମାର୍କେଟରେ ଭିଡ଼ ଦେଖିବାକୁ ମିଳିଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ପର୍ଯ୍ୟାପ୍ତ ପରିମାଣର ମାଛ, ଚିକେନ, ମଟନ, ଚିଙ୍ଗୁଡ଼ି ଓ କଙ୍କଡା ମଧ୍ୟ ଅଣାଯାଇଛି । ଗ୍ରାହକଙ୍କୁ ସୁହାଇଲା ଭଳି ଦର ମଧ୍ୟ ରଖାଯାଇଛି । ରବିବାରରେ ଶେଷ ରଜ ପଡ଼ିଥିବାରୁ ଭଲ ବେପାର ହୋଇଥିବା କହିଛନ୍ତି ବ୍ୟବସାୟୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *