କଟକଖାଦ୍ୟ

ରିଲିଫ ନ ମିଳିବାରୁ ତାତିଲେ ଗ୍ରାମବାସୀ

କଟକ: ବନ୍ୟା ବିପନ୍ନଙ୍କୁ ମିଳିପାରିଲା ନାହିଁ ରିଲିଫ। ଯାହାକୁ ନେଇ ଉତ୍ୟକ୍ତ ବନ୍ୟା ବିପନ୍ନ। ଏନେଇ ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ବନ୍ୟା ବିପନ୍ନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଡମପଡା ବ୍ଲକ ଗୋପାଳପୁର ପଂଚାୟତରେ। ସୂଚନା ଅନୁଯାୟୀ,  ବନ୍ୟାକୁ ୧୨ ଦିନରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ୯ ନମ୍ବର ୱାର୍ଡର ବନ୍ୟା ବିପନ୍ନଙ୍କୁ ଦିଆଯାଇ ନାହିଁ ରନ୍ଧା କୀ ଶୁଖିଲା ଖାଦ୍ୟ। ଯାହାକୁ ବିରୋଧ କରି ଉତ୍ୟକ୍ତ ୱାର୍ଡ ବାସିନ୍ଦା ଗ୍ରାମ ପଂଚାୟତରେ ମୁଖ୍ୟ କାର୍ଯ୍ୟାଳୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ପକାଇଛନ୍ତି ଗ୍ରାମବାସୀ। 

Related Articles

Leave a Reply

Your email address will not be published.

Back to top button