୧୦ ଫୁଟରୁ ଉର୍ଦ୍ଧ୍ୱ ଅଜଗର ସାପ ଉଦ୍ଧାର

Spread the love

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଚିତ୍ରୋତ୍ପଳା ନଦୀର ଚାରିପୋଲିଆ ଛକ ନିକଟରୁ ୧୦ଫୁଟରୁ ଉର୍ଦ୍ଧ୍ୱ ଅଜଗର ସାପ ଉଦ୍ଧାର ହୋଇଛି। ମାଛ ଧରାଳିମାନେ ଅଜଗରଟିକୁ ଉଦ୍ଧାର କରିଛନ୍ତି। ତେବେ ମାଛ ଧରିବା ପାଇଁ ନଦୀରେ ଜାଲ ବିଛାଯାଇଥିଲା। ଏହି ଅଜରଗର ସାପଟି ଜାଲରେ ପଡିଥିଲା ମାଛଧରାଳିମାନେ ଜାଲଟିକୁ କାଟି ସାପଟିକୁ ଉଦ୍ଧାର କରି ବନବିଭାଗ ଖବର ଦେଇଥିବା ସୂଚନାମିଳିଛି।

Leave a Reply

Your email address will not be published. Required fields are marked *