ମୁଖ୍ୟମନ୍ତ୍ରୀ ଏ ବାବଦରେ ଅବଗତ ଅଛନ୍ତି। ଯାହା ପଦକ୍ଷେପ ନେବା କଥା ନେବେ ଅପେକ୍ଷା କରନ୍ତୁ। ଜଗନ୍ନାଥ ମନ୍ଦିର କରିବାରେ କିଛି ସମସ୍ୟା ନାହିଁ। କିନ୍ତୁ ଜଗନ୍ନାଥ ଧାମ କୁହାଯାଇ ପାରିବନି। ଜଗନ୍ନାଥ ଧାମ କହିଲେ କେବଳ ପୁରୀ କୁ ବୁଝାଏ। ଦେଶର ଚାରି ଧାମ ଅଛି। ସବୁ ଧାମ ରେ ଜଣେ ଜଣେ ଶଙ୍କରାଚାର୍ଯ୍ୟ ଅଛନ୍ତି। ଜଗନ୍ନାଥ ମନ୍ଦିର କରିବାରେ କିଛି ସମସ୍ୟା ନାହିଁ। କିନ୍ତୁ ଜଗନ୍ନାଥ ଧାମ କୁହାଯାଇ ପାରିବନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now