ପ୍ରତିବର୍ଷ ଏହି ସମୟରେ ପରିବା ଦର ବଢେ : ରାଜେନ୍ଦ୍ର ଢୋଲକିଆ

Spread the love

ଭୁବନେଶ୍ୱର : ରାଜ୍ୟରେ ଏବେ ପିରିବାଦର ଆକାଶକୁ ଛିଇଁଛି  । ତେବେ ରାଜ୍ୟରେ ପରିବା ଦର ବୃଦ୍ଧି ପାଇଁ ବର୍ଷାକୁ ଦାୟୀ କରିଛନ୍ତି ମନ୍ତ୍ରୀ । ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ ବର୍ଷା ଆରମ୍ଭରୁ ପନିପରିବା ସର୍ଟେଜ ହୁଏ, ସେଥିପାଇଁ ଦର ବଢ଼େ । ଏଟା ଆଜିର ସମସ୍ୟା ନୁହେଁ, ପ୍ରତିବର୍ଷ ଏହି ସମୟରେ ଦର ବଢ଼େ । ମାସେ ପରେ ଦର ନିୟନ୍ତ୍ରଣକୁ ଆସିଯିବ ବୋଲି କହିଛନ୍ତି ମନ୍ତ୍ରୀ ଢୋଲକିଆ ।

Leave a Reply

Your email address will not be published. Required fields are marked *