ପାର୍କ ନାଁରେ ଭୁଲ୍ ବିଲ୍ ଦର୍ଶାଇ ଅର୍ଥ ହଡପ

ଗଞ୍ଜାମ: ପାର୍କ ନିର୍ମାଣ ନ ହୋଇ ଭୁଲ ବିଲ୍ ହୋଇଥିବା ନେଇ ନବନିର୍ବାଚିତ ସରପଞ୍ଚଙ୍କ ନାଁରେ ପୂର୍ବତନ ସମିତିସଭ୍ୟ ଓ ଗ୍ରାମବାସୀ ଆଣିଲେ ଅଭିଯୋଗ। ଗଞ୍ଜାମ ବୁଗୁଡା ବ୍ଳକ ଖୋଳଖାଳି ପଞ୍ଚାୟତ ଚକରାପଲ୍ଲୀ ଗାଁରେ ପାର୍କ ନିର୍ମାଣ ହେବା ପାଇଁ ଆସିଥିବା ଅର୍ଥକୁ ପାର୍କ ନିର୍ମାଣ ନ କରି ଭୁଲ ବିଲ୍ ହୋଇଥିବା ଅଭିଯୋଗ ହୋଇଛି।  ପାର୍କ ନିର୍ମାଣ ପାଇଁ ପ୍ରାୟ 6 ଲକ୍ଷ ଟଙ୍କା ସରକାର ବିନିଯୋଗ କରିଥିବା ବେଳେ ପାର୍କ ନିର୍ମାଣ ନ ହୋଇ ତା ମଧ୍ୟରୁ  92 ହଜାର 400 ସହ ଟଙ୍କା ଚଳୁ କରାଯାଇଥିବା ନେଇ ଚକରାପଲ୍ଲୀ ଗ୍ରାମବାସିଙ୍କ ସମେତ ପୂର୍ବତନ ସମିତିସଭ୍ୟ ବିବେକାନନ୍ଦ ବାରିକ ଅଭିଯୋଗ ଆଣିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *