ପୋଖରୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର

Spread the love

ଗଞ୍ଜାମ : ବ୍ରହ୍ମପୁରରେ ଘଟିଯାଇଛି ଚାଞ୍ଚଲ୍ୟକର ଘଟଣା । ବିଜୁ ପଟ୍ଟନାୟକ ପାର୍କ ପରିସର ପୋଖରୀରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ଏମାନେ ସମ୍ପର୍କରେ ଦୁଇ ଭାଇ ବୋଲି ଜଣାପଡିଛି । ତେବେ କେମିତି ଦୁହିଁଙ୍କ ମୃତ୍ୟୁ ଘଟିଲା ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *