ଲୋକଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯିବା ଓ ସମସ୍ୟାର ସମାଧାନ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ – ଢୋଲକିଆ

Spread the love

ଭୁବନେଶ୍ୱର : ଲୋକଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯିବା ଓ ସମସ୍ୟାର ସମାଧାନ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ରାଜ୍ୟର ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ।

ସେ କହିଛନ୍ତି ଯେ ଲୋକ ମାନେ ଫୋନ କରି ଯାହା ଅଭିଯୋଗ ଆଣିବେ ତାର ସମାଧାନ କରିବା ମଧ୍ୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ବିକାଶକୁ ବିରୋଧ ନ କରି ପ୍ରତିଯୋଗିଜତା କରନ୍ତୁ ଲୋକଙ୍କୁ ଅଧିକ ଦେବାକୁ ଚେଷ୍ଟା କରନ୍ତୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ନବୀନ ବାବୁ ଯେଉଁ ଯୋଜନା କରୁଛନ୍ତି ତାହା ଦ୍ୱାରା ବିରୋଧୀ ଙ୍କ ଟେନସନ ବଢିଯାଇଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *