ଭଡାଘରୁ ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତଦେହ ଉଦ୍ଧାର

Spread the love

ଭୁବନେଶ୍ୱର : ଯାଜପୁର ରୋଡ଼ ଥାନା ନହକା ତେନ୍ତୁଲି ଖୁଣ୍ଟା ରାସ୍ତା କଡ଼ରେ ଥିବା ଏକ ଭଡାଘରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣା ପଡିଛି । ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜାଞ୍ଚ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *