ରାଜ୍ୟରେ ବଢୁଛି ତାତି, ଆହୁରି ଚାରି ଦିନ ରହିବ ଗ୍ରୀଷ୍ମ ପ୍ରବାହ

Spread the love

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁଦିନ ବଢିବାରେ ଲାଗିଥିବାବେଳେ ଆଜି 43 ଡିଗ୍ରୀ ତାପମାତ୍ରା ସହ ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ପଶ୍ଚିମ ଓଡିଶା ରେ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିଛି । ହୀରେକୁଦ 41.8, ଝାରସୁଗୁଡା 40.4, କେନ୍ଦୁଝର 35.4, ପାରାଦୀପ 34.4 ଓ ରାଜଧାନୀ ଭୁବନେଶ୍ୱରରେ 38.8 ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି ରାଜ୍ୟ ପାଣିପାଗ ବିଭାଗ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆହୁରି ଚାରି ଦିନ ଏହିଭଳି ଭାବେ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *