ହାଇ ସିକୁରିଟି ନମ୍ବର ପ୍ଲେଟ:ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ

Spread the love

କଟକ: ହାଇକୋର୍ଟରେ ହାଇ ସିକୁରିଟି ନମ୍ବର ପ୍ଲେଟ ମାମଲା। ସତ୍ୟପାଠ ଦାଖଲ କରିବା ପାଇଁ ପରିବହନ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ରାଜ୍ୟରେ ସ୍ଲଟ ବୁକିଂ ସ୍ଥିତି କିପରି ରହିଛି ।ଏଥିସହ ଭିତ୍ତିଭୂମି ବାବଦରେ ସବିଶେଷ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ କେତେ ଲୋକେ ହାଇ ସିକୁରିଟ ନମ୍ବର ପାଇଛନ୍ତି। ଏବେ କେବଳ ଆବେଦନ କରିଛନ୍ତି ସମସ୍ତ ତଥ୍ୟ ସତ୍ୟପାଠ ଜରିଆରେ ଜଣାଇବାକୁ କହିଛନ୍ତି କୋର୍ଟ। ଅକ୍ଟୋବର 31 ତାରିଖ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *