କିଛି ଆଇନଗତ ପ୍ରସଙ୍ଗ ଥିବାରୁ କିଛି ସମୟ ଲାଗିବ – କମିଶନର

Spread the love

ଭୁବନେଶ୍ୱର : ମାର୍କେଟ ବିଲ୍ଡିଂ ବନ୍ଦ ନେଇ ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ପ୍ରତିକ୍ରିୟା ଦେଇଛନ୍ତି ।

ସେ କହିଛନ୍ତି ଯେ ଏ ସମ୍ପର୍କରେ କିଛି ଲିଗାଲ୍ ଇସ୍ୟୁ ଅଛି, ଟିକେ ସମୟ ଲାଗିବ । ସେ କହିଛନ୍ତି ଯେ ଉଠାଦୋକାନୀଙ୍କ ପାଖରେ ହାଇକୋର୍ଟ ଅର୍ଡର ଅଛି । ସେମାନଙ୍କୁ କେମିତି ଥଇଥାନ କରାଯିବ ଆଲୋଚନା କରିବୁ । ଲିଗାଲ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *