ରାଜପଥରେ ମାତିଛନ୍ତି ମୋବାଇଲ ଲୁଟେରା

Spread the love

କୋରେଇ : ୧୬ ଓ ୨୦ ନମ୍ବର ଜାତୀୟ ରାଜପଥରେ ଏବେ ମୋବାଇଲ ଲୁଟେରାଙ୍କ କାର୍ଯ୍ୟକଳାପ ବହୁଳ ମାତ୍ରାରେ ବଢି ଯାଇଛି । କଳା ପଲସର ଆତଙ୍କ ପୁଣି ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଯେଉଁଠି ହମ୍ପସ ଅଛି ସେଠାରେ ଗାଡି ଧିରେ ଚଳାଇବାର ମଉକାରେ ପକେଟରୁ ମୋବାଇଲ ଛଡାଇ ନେଉଛନ୍ତି । ଯେଉଁ ମାନେ ମୋବାଇଲରେ କଥା ହୋଇ ଯାଉଛନ୍ତି ତାଙ୍କ ଠାରୁ ମୋବାଇଲ୍ ଛଡାଇବା ଲୁଟେରାଙ୍କ ପାଇଁ ଅତି ସହଜସାଧ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *