ପିଲାମାନଙ୍କୁ ମାଗଣାରେ ତାଲିମ

Spread the love

ଯାଜପୁର: ପିଲାମାନଙ୍କୁ ମାଗଣାରେ ଦିଆଯାଉଛି ତାଲିମ। ପିଲାମାନେ ଶାରୀରିକ ଓ ମାନସିକସ୍ତରରେ ଦୃଢ ହେବା ନେଇ ଲକ୍ଷ୍ୟ ରଖିଛନ୍ତି ଯାଜପୁର ବରୀ ବ୍ଲକ ଅଲିଆବାଦ ଗାଁର ତରୁଣ କୁମାର ଦାସ। ଭାରତୀୟ ନୌସେନାରୁ ଅବସର ନେଇ ନିଜ ଗାଁରେ ନିଜସ୍ୱ ଉଦ୍ୟମରେ ପିଲାମାନଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ ।

Leave a Reply

Your email address will not be published. Required fields are marked *