୧୬ ନମ୍ବର ଜାତୀୟ ରାଜପଥରେ ଖାଲ, ଦୁର୍ଘଟଣାକୁ ଆମନ୍ତ୍ରଣ

Spread the love

କୋରେଇ : ୧୬ ନମ୍ବର ଜାତୀୟ ରାଜପଥର ଅନତୀଦୂର ନିର୍ମାଣାଧିନ ଟ୍ରମା କେୟାର ସେଂଟର ସମ୍ମୁଖରେ ଥିବା ପୋଲରେ ଏକ ବଡ ଖାଲ ସୃଷ୍ଟି ହୋଇଛି । ଯାହା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ବିଶେଷ କରି ବାଇକ ଯାତ୍ରୀ । ରାତ୍ରୀ ସମୟରେ ବେଶି ଅସୁବିଧା ଓ ଦୁର୍ଘଟଣ।। ଦେଖିବାକୁ ମିଳିଛି । କିନ୍ତୁ ରାଜପଥ ବିଭାଗ ବେଫିକର । ଏନେଇ ରାଜପଥ ପେଟ୍ରୋଲିଙ୍ଗ ଅଧିକାରୀ ଅଶୋକ କୁମାର ବଳ ମଧ୍ୟ ବିଭାଗକୁ ଅବଗତ କରିଛନ୍ତି । ଯଦି ଏହାର ଅବିଳମ୍ବେ ମରାମତି କରାନଯାଏ ତାହେଲେ ଦୁର୍ଘଟଣା ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତୁରନ୍ତ ଏହି ଖାଲ ମରାମତି ପାଇଁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *