କାଳବୈଶାଖୀରେ ହୋଇଥିବା କ୍ଷୟ କ୍ଷତିକୁ ଯାଇ ଦେଖିଲେ ଜଶୀପୁର ବିଧାୟକ

Spread the love

ଭୁବନେଶ୍ୱର : କାଳବୈଶାଖୀରେ ହୋଇଥିବା କ୍ଷୟ କ୍ଷତିକୁ ଦେଖିବା ସହ ମୟୁରଭଂଜ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି ଜଶିପୁର ବିଧାୟକ ଗଣେଶରାମ ସିଂହ ଖୁଂଟିଆ ।

ଉଲ୍ଲେଖନୀୟ ଯେ ଗତକାଲି ଯଶିପୁର ବ୍ଲକ ରୁଗୁଡି ପଂଚାୟତ ଅଧୀନ କାଦଡିହା ଗ୍ରାମରେ କାଳବୈଶାଖୀ ଯୋଗୁଁ ଗ୍ରାମର ୧୭ ରୁ ଅଧିକ ଘର ଉଡାଇନେଇ ଭାଙ୍ଗିଯାଇଛି । ଆଜି ସ୍ଥାନୀୟ ବିଧାୟକ ଗଣେଶରାମ ସିଂହ ଖୁଟିିଆ ଘଟଣା ସ୍ଥଳରରେ ପହଂଚିବା ସହ ଜିଲ୍ଲାପାଳ ଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି ।

Leave a Reply

Your email address will not be published. Required fields are marked *