ଓଡ଼ିଶାରେ ବିବାଦ , ଦିଲ୍ଲୀରେ ହେବ ସମାଧାନ। କେନ୍ଦ୍ରୀୟ ନେତା କରିବେ ହସ୍ତକ୍ଷେପ। ଓଡ଼ିଶା କଂଗ୍ରେସରେ ବିବାଦ ନେଇ କଂଗ୍ରେସ ନେତା ଦିଲ୍ଲୀ ନେତାଙ୍କ ସହିତ ଆଲୋଚନା ହେବ। ଓଡ଼ିଶାରେ କଂଗ୍ରେସ ପାଇଁ ସୁଯୋଗ ଅଛି। ସେହି ସୁଯୋଗ ର ଫାଇଦା କଂଗ୍ରେସ କିଭଳି ନେବ, ବିବାଦର ଆପୋଷ ସମାଧାନ ହୋଇ କଂଗ୍ରେସ କିଭଳି ସଂଗଠିତ ହୋଇ କାମ କରିବ ସେ ନେଇ ଦଳ ର ବରିଷ୍ଠ ନେତା ମାନେ କେନ୍ଦ୍ରୀୟ ନେତା ମାନକ ସହିତ ବୈଠକ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now