ଭାଲୁ ଆକ୍ରଣରେ ବୟସ୍କ ବ୍ୟକ୍ତି ଗୁରୁତର

Spread the love

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାରେ ଭାଲୁ ଆକ୍ରଣରେ ବୟସ୍କ ବ୍ୟକ୍ତି ଗୁରୁତର ହୋଇଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପିପଲଗୁଡ଼ା ଗ୍ରାମର ଜଣେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି ଦେବୀ ସିଂ ମାଝି ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ବୃଦ୍ଧ ଜଣକ ରାଉ ଜଙ୍ଗଲକୁ ଜାଳେଣି କାଠ ଆଣିବା ପାଇଁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି । ତାଙ୍କୁ ପିପଲଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଉଛି ।

Leave a Reply

Your email address will not be published. Required fields are marked *