କଳାହାଣ୍ଡି ଜିଲ୍ଲା ଜିଲ୍ଲା କେସିଙ୍ଗା NAC ରେ ଟେଣ୍ଡର ଫିକ୍ସିଂ ହୋଇଥିବା ନେଇ କାଉନସିଲର ମାନେ ଆଣିଲେ ଅଭିଯୋଗ

କଳାହାଣ୍ଡି : କେସିଙ୍ଗା NAC 2 ନମ୍ବର ୱାର୍ଡ ଠାରେ ଏକ କୋଟି ଟଙ୍କାର ଏକ କଲ୍ୟାଣ ମଣ୍ଡପ ନିର୍ମାଣ ଟେଣ୍ଡର ଡକା ଯାଇଥିଲା । ଏଥିରେ 16 ଜଣ ଭାଗ ନେଇଥିଲେ ସେଥି ମଧ୍ୟରୁ କିଛି ଲୋକଙ୍କୁ ବିଭିନ୍ନ କାରଣ ଦର୍ଶାଇ ବାତିଲ କରିଥିବା ବେଳେ ଆଉ କିଛି ଲୋକଙ୍କୁ ବିଭିନ୍ନ ଚାପ ପ୍ରୟୋଗ କରିଥିଲେ ଟେଣ୍ଡର ରୁ ଓହରି ଯିବା ପାଇଁ । ସର୍ବାଧିକ 14,99 କମରେ ଟେଣ୍ଡର ପଡିଥିବା ବେଳେ ନିର୍ଦ୍ଦିଷ୍ଟ ଜଣେ ଲୋକଙ୍କୁ କାର୍ଯ୍ୟସୂଚୀ ହାରରେ କାମ ଦିଆ ଯାଇଥିବା ନେଇ କାଉଁସିଲର ମାନେ ଅଭିଯୋଗ ଆଣିଛନ୍ତି ଏ ବାବଦରେ ସେହି କଲ୍ୟାଣ ମଣ୍ଡପ କାମର ତଦାରଖ କରୁଥିବା je ଙ୍କୁ ଆମ ପ୍ରତିନିଧି ଫୋନ କରିଥିଲେ ସୁଦ୍ଧା ଫୋନ ଉଠାଇ ନ ଥିଲେ କେସିଙ୍ଗା NAC ରେ ବିଭିନ୍ନ କାମରେ ଟେଣ୍ଡେର ଫିକ୍ସିଂ ହେଉଥିବା କାଉଁସିଲର ମାନେ ପ୍ରକାଶ କରିବା ସହିତ ଏହି ଟେଣ୍ଡର ଫିକ୍ସିଂ ର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *