କନ୍ଧମାଳର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବ ଡ୍ରୋନ୍

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଏଣିକି ରୋଗୀଙ୍କୁ ଅସୁବିଧାର ସମ୍ମୁଖିନ୍ନ ହେବାକୁ ପଡ଼ିବ ନାହିଁ । ଜରୁରୀକାଳୀନ ପରିସ୍ଥିତିରେ ଦୁର୍ଗମ ଅଞ୍ଚଳରେ ରୋଗୀଙ୍କୁ ସେବା ଯୋଗାଇବ ଡ୍ରୋନ । କିଛି ଦିନ ଧରି ଚାଲିଥିବା ଏହି ଡ୍ରୋନ ପ୍ରୋଜେକ୍ଟର କାର୍ଯ୍ୟ ନିକଟରେ ପରୀକ୍ଷଣ ହୋଇଥିବା ବେଳେ ଗୁରୁବାର ଏହା ଆନୁଷ୍ଠାନିକ ଭାବେ ଜିଲାରେ ଆରମ୍ଭ ହୋଇଛି । ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ହୋଇଛି । କନ୍ଧମାଳ ଜିଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଉଡ଼ାଣ କରିଛି ଅତ୍ୟାଧୁନିକ ଡ୍ରୋନ୍ । ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଏହି ନୂତନ ସେବାର ଶୁଭାରମ୍ଭ କରିଛନ୍ତି । ଉତର ପୂର୍ବାଞ୍ଚଳକୁ ବାଦ୍ ଦେଲେ ସମଗ୍ର ଦେଶରେ ଏହା ପ୍ରଥମ ବୋଲି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷ କରି ରାସ୍ତାଘାଟ ନଥିବା ଦୁର୍ଗମ ଅଂଚଳରୁ ରୋଗୀଙ୍କୁ ନୁମୁନା ସଂଗ୍ରହ କରିବା ସହିତ କମ୍ ସମୟ ମଧ୍ୟରେ ଜରୁରୀକାଳୀନ ଔଷଧ ଯୋଗାଇ ଦେବା ଉକ୍ତ ଡ୍ରୋନ୍ । ସଂପୂର୍ଣ୍ଣଭାବେ ସ୍ୱୟଂ ଚାଳିତ ଏବଂ ବାତାନୁକୂଳିତ ଏହି ଡ୍ରୋନ୍ ସମୁଦ୍ର ପତନଠାରୁ ଏକ ହଜାର ମିଟର ଉଚ୍ଚରେ ତଥା ଘଣ୍ଟାକୁ ପ୍ରାୟ ୧୦୦ କିମି ବେଗରେ ଉଡ଼ିବାର କ୍ଷମତା ରହିଛି । ଆନ୍ତର୍ଜାତିକ ସଂସ୍ଥା ୟୁଏସ୍ ଏଡ଼ର ସହଯୋଗାରେ କନ୍ଧମାଳ ଜିଲାକୁ ଏଭଳି ତିନୋଟି ଡ୍ରୋନ୍ ଯୋଗାଇ ଦେଇଛି ବାଙ୍ଗାଲୁରୁର ଷ୍ଟାଟଅପ୍ କମ୍ବାନି ରେଡ଼୍ ୱିଙ୍ଗ୍ । ଗୁରୁବାର ପ୍ରଥମ ପର୍ଯ୍ୟାୟରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରୁ ତୁମୁଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଡ଼ିଥିଲା ଏହି ଅତ୍ୟାଧୁନିକ ଡ୍ରୋନ୍ । କିଛି ଔଷଧ ଧରି ଏହି ଡ୍ରୋନ୍ ଉଡ଼ିଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ଏହି ଅବସରରେ କହିଛନ୍ତି କନ୍ଧମାଳ ସାଂସଦ । ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, ଜିଲାପାଳ ଆଶୀଷ ଈଶ୍ୱର ପାଟିଲ୍, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ , ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ମନୋଜ କୁମାର ଉପାଧ୍ୟାୟଙ୍କ ସମେତ ରେଡ୍ ୱିଙ୍ଗ୍ ଓ ୟୁଏସ୍ ଏଡ଼ର କର୍ମକର୍ତାଙ୍କ ସମେତ ଡିପିଏମ୍ ମନରଞ୍ଜନ ସାହୁ ଫୁଲବାଣୀ: ଦୁର୍ଗମ ଅଞ୍ଚଳରେ ଏଣିକି ରୋଗୀଙ୍କୁ ଅସୁବିଧାର ସମ୍ମୁଖିନ୍ନ ହେବାକୁ ପଡ଼ିବ ନାହିଁ । ଜରୁରୀକାଳୀନ ପରିସ୍ଥିତିରେ ଦୁର୍ଗମ ଅଞ୍ଚଳରେ ରୋଗୀଙ୍କୁ ସେବା ଯୋଗାଇବ ଡ୍ରୋନ । କିଛି ଦିନ ଧରି ଚାଲିଥିବା ଏହି ଡ୍ରୋନ ପ୍ରୋଜେକ୍ଟର କାର୍ଯ୍ୟ ନିକଟରେ ପରୀକ୍ଷଣ ହୋଇଥିବା ବେଳେ ଗୁରୁବାର ଏହା ଆନୁଷ୍ଠାନିକ ଭାବେ ଜିଲାରେ ଆରମ୍ଭ ହୋଇଛି । ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ହୋଇଛି । କନ୍ଧମାଳ ଜିଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଉଡ଼ାଣ କରିଛି ଅତ୍ୟାଧୁନିକ ଡ୍ରୋନ୍ । ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଏହି ନୂତନ ସେବାର ଶୁଭାରମ୍ଭ କରିଛନ୍ତି । ଉତର ପୂର୍ବାଞ୍ଚଳକୁ ବାଦ୍ ଦେଲେ ସମଗ୍ର ଦେଶରେ ଏହା ପ୍ରଥମ ବୋଲି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷ କରି ରାସ୍ତାଘାଟ ନଥିବା ଦୁର୍ଗମ ଅଞ୍ଚଳରୁ ରୋଗୀଙ୍କୁ ନୁମୁନା ସଂଗ୍ରହ କରିବା ସହିତ କମ୍ ସମୟ ମଧ୍ୟରେ ଜରୁରୀକାଳୀନ ଔଷଧ ଯୋଗାଇ ଦେବା ଉକ୍ତ ଡ୍ରୋନ୍ । ସଂପୂର୍ଣ୍ଣଭାବେ ସ୍ୱୟଂଚାଳିତ ଏବଂ ବାତାନୁକୂଳିତ ଏହି ଡ୍ରୋନ୍ ସମୁଦ୍ର ପତନ ଠାରୁ ଏକ ହଜାର ମିଟର ଉଚ୍ଚରେ ତଥା ଘଣ୍ଟାକୁ ପ୍ରାୟ ୧୦୦ କିମି ବେଗରେ ଉଡ଼ିବାର କ୍ଷମତା ରହିଛି । ଆନ୍ତର୍ଜାତିକ ସଂସ୍ଥା ୟୁଏସ୍ ଏଡ଼ର ସହଯୋଗାରେ କନ୍ଧମାଳ ଜିଲାକୁ ଏଭଳି ତିନୋଟି ଡ୍ରୋନ୍ ଯୋଗାଇ ଦେଇଛି ବାଙ୍ଗାଲୁରୁର ଷ୍ଟାଟଅପ୍ କମ୍ବାନି ରେଡ଼୍ ୱିଙ୍ଗ୍ । ଗୁରୁବାର ପ୍ରଥମ ପର୍ଯ୍ୟାୟରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରୁ ତୁମୁଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଡ଼ିଥିଲା ଏହି ଅତ୍ୟାଧୁନିକ ଡ୍ରୋନ୍ । କିଛି ଔଷଧ ଧରି ଏହି ଡ୍ରୋନ୍ ଉଡ଼ିଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ଏହି ଅବସରରେ କହିଛନ୍ତି କନ୍ଧମାଳ ସାଂସଦ । ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, ଜିଲାପାଳ ଆଶୀଷ ଈଶ୍ୱର ପାଟିଲ୍, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ମନୋଜ କୁମାର ଉପାଧ୍ୟାୟଙ୍କ ସମେତ ରେଡ୍ ୱିଙ୍ଗ୍ ଓ ୟୁଏସ୍ ଏଡ଼ର କର୍ମକର୍ତାଙ୍କ ସମେତ ଡିପିଏମ୍ ମନରଞ୍ଜନ ସାହୁ ଫୁଲବାଣୀ: ଦୁର୍ଗମ ଅଞ୍ଚଳରେ ଏଣିକି ରୋଗୀଙ୍କୁ ଅସୁବିଧାର ସମ୍ମୁଖିନ୍ନ ହେବାକୁ ପଡ଼ିବ ନାହିଁ । ଜରୁରୀକାଳୀନ ପରିସ୍ଥିତିରେ ଦୁର୍ଗମ ଅଞ୍ଚଳରେ ରୋଗୀଙ୍କୁ ସେବା ଯୋଗାଇବ ଡ୍ରୋନ । କିଛି ଦିନ ଧରି ଚାଲିଥିବା ଏହି ଡ୍ରୋନ ପ୍ରୋଜେକ୍ଟର କାର୍ଯ୍ୟ ନିକଟରେ ପରୀକ୍ଷଣ ହୋଇଥିବା ବେଳେ ଗୁରୁବାର ଏହା ଆନୁଷ୍ଠାନିକ ଭାବେ ଜିଲାରେ ଆରମ୍ଭ ହୋଇଛି । ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ହୋଇଛି । କନ୍ଧମାଳ ଜିଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଉଡ଼ାଣ କରିଛି ଅତ୍ୟାଧୁନିକ ଡ୍ରୋନ୍ । ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଏହି ନୂତନ ସେବାର ଶୁଭାରମ୍ଭ କରିଛନ୍ତି । ଉତର ପୂର୍ବାଞ୍ଚଳକୁ ବାଦ୍ ଦେଲେ ସମଗ୍ର ଦେଶରେ ଏହା ପ୍ରଥମ ବୋଲି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷ କରି ରାସ୍ତାଘାଟ ନଥିବା ଦୁର୍ଗମ ଅଞ୍ଚଳରୁ ରୋଗୀଙ୍କୁ ନୁମୁନା ସଂଗ୍ରହ କରିବା ସହିତ କମ୍ ସମୟ ମଧ୍ୟରେ ଜରୁରୀକାଳୀନ ଔଷଧ ଯୋଗାଇ ଦେବା ଉକ୍ତ ଡ୍ରୋନ୍ । ସଂପୂର୍ଣ୍ଣଭାବେ ସ୍ୱୟଂଚାଳିତ ଏବଂ ବାତାନୁକୂଳିତ ଏହି ଡ୍ରୋନ୍ ସମୁଦ୍ର ପତନ ଠାରୁ ଏକ ହଜାର ମିଟର ଉଚ୍ଚରେ ତଥା ଘଂଟାକୁ ପ୍ରାୟ ୧୦୦ କିମି ବେଗରେ ଉଡ଼ିବାର କ୍ଷମତା ରହିଛି । ଆନ୍ତର୍ଜାତିକ ସଂସ୍ଥା ୟୁଏସ୍ ଏଡ଼ର ସହଯୋଗାରେ କନ୍ଧମାଳ ଜିଲାକୁ ଏଭଳି ତିନୋଟି ଡ୍ରୋନ୍ ଯୋଗାଇ ଦେଇଛି ବାଙ୍ଗାଲୁରୁର ଷ୍ଟାଟଅପ୍ କମ୍ବାନି ରେଡ଼୍ ୱିଙ୍ଗ୍ । ଗୁରୁବାର ପ୍ରଥମ ପର୍ଯ୍ୟାୟରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରୁ ତୁମୁଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଡ଼ିଥିଲା ଏହି ଅତ୍ୟାଧୁନିକ ଡ୍ରୋନ୍ । କିଛି ଔଷଧ ଧରି ଏହି ଡ୍ରୋନ୍ ଉଡ଼ିଥିବାବେଳେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ଏହି ଅବସରରେ କହିଛନ୍ତି କନ୍ଧମାଳ ସାଂସଦ । ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, ଜିଲାପାଳ ଆଶୀଷ ଈଶ୍ୱର ପାଟିଲ୍, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ , ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ମନୋଜ କୁମାର ଉପାଧ୍ୟାୟଙ୍କ ସମେତ ରେଡ୍ ୱିଙ୍ଗ୍ ଓ ୟୁଏସ୍ ଏଡ଼ର କର୍ମକର୍ତାଙ୍କ ସମେତ ଡିପିଏମ୍ ମନରଞ୍ଜନ ସାହୁ, ଡିଏମ୍ ରସିଏଚ୍ଏସ ଆଶିଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *