କେନ୍ଦ୍ରାପଡାରେ ପୁଣି କୁମ୍ଭୀର ଆତଙ୍କ

ଭୁବନେଶ୍ୱର : କେନ୍ଦ୍ରାପଡାରେ ପୁଣି କୁମ୍ଭୀର ଆତଙ୍କ ଦେଖା ଦେଇଛି । ଗତକାଲି ରାତିରେ ପଟ୍ଟାମୁଣ୍ଡାଇ କୁଳସାହି ଗ୍ରାମର ଅମୁଲ୍ୟ ଦାସ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅମୂଲ୍ୟଙ୍କ ପତ୍ତା ମିଳିନାହିଁ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *