ମରଣାତ୍ମକ ଆକ୍ରମଣ କରି ଡାକ୍ତରଙ୍କ ଘରୁ ଲୁଟ୍ ପାଟ ଘଟଣାରେ ପାଞ୍ଚଜଣ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

Spread the love

କେନ୍ଦ୍ରାପଡା : ମରଣାତ୍ମକ ଆକ୍ରମଣ କରି ଡାକ୍ତର ଙ୍କ ଘରୁ ଲୁଟ ପାଟ କରିଥିବା ଘଟଣାରେ ପାଞ୍ଚଜଣ ଙ୍କୁ କୋର୍ଟ ଚାଲାଣ କରିଛି କେନ୍ଦ୍ରାପଡା ପୋଲିସ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧୀନ ଗୋବିନ୍ଦପୁରୁ ରେ ଗୁରୁବାର ବିଳମ୍ବିତ ରାତି ରେ ଗୋବିନ୍ଦପୁର ରହୁଥିବା ଡ଼ାକ୍ତର ବଂଶୀଧର ମହାପାତ୍ର ଙ୍କୁ  ମରଣାତ୍ମକ ଆକ୍ରମଣ କରି ଘରୁ ସୁନା ଗହଣା ,ନଗଦ ଟଙ୍କା ଆଦି ଲୁଟ କରୁଥିବା ସମୟରେ ଗାଆଁ ଲୋକମାନେ ଦୁଇ ଲୁଟେରା ଙ୍କୁ କାବୁ କରି ପୋଲିସ ର ଜୀମା ଦେଇଥିଲେ ପରେ ଆଳି ଥାନା IIC ଦିଲୀପ ସାହୁଙ୍କ ତଦନ୍ତ କ୍ରମେ ୫ଜଣଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *