ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

Spread the love

ଖୋର୍ଦ୍ଧା : ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଦମ୍ପତି ଦ୍ୱୟ ହେଲେ ଦୁର୍ଗା ଚରଣ ପୃଷ୍ଟି (୫୦), ପତ୍ନୀ ମାମିନା ପୃଷ୍ଟି (୪୨)। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ମାନପୁର ପାଟଣାରେ । ଉଭୟେ ପାମ୍ପଡ଼ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ।ଖବର ପାଇ ଟାଙ୍ଗୀ ତହସିଲଦାରଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ପୋଲିସ୍ ଶବ ଜବତ କରିଛି। ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଅଧିକ ଅନୁ ସନ୍ଧାନ ପାଇଁ ଫରେନସିକ୍ ଟିମ୍ ଆସ ତଦନ୍ତ କରିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *