ଦୁଇ ଦିନ ପରେ ମିଳିଲା ଡାକ କର୍ମଚାରୀ ଙ୍କ ମୃତ ଦେହ

କୋରାପୁଟ : ଡାକ କର୍ମଚାରୀଙ୍କ ମୃତ ଦେହ ଦୁଇ ଦିନ ପରେ ମିଳିଛି । କୋରାପୁଟ ଜ଼ିଲ୍ଲା ସେମିଲିଗୁଡା ଡାକ ବିଭାଗ ରେ କାର୍ଯ୍ୟରତ କୋରାପୁଟ ସହର ବନ ଭାରତୀ କଲୋନୀର ପି. ସନ୍ତୋଷ କୁମାର ଗତ ମଙ୍ଗଳବାର ଦିନ ଅଫିସକୁ ଯାଇ ଆଉ ଫେରି ନଥିଲେ । ଏହା ପରେ ତାଙ୍କୁ ଖୁବ ଖୋଜା ଖୋଜି କରାଯାଉଥିଲା । ହେଲେ ଆଜି ତାଙ୍କର ମୃତ ଦେହ ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *