ଫେରାର ମହିଳା ଅଭିଯୁକ୍ତ ଗିରଫ

Spread the love

ଜୟପୁର : ଫେରାର ମହିଳା ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ମହିଳା ଅଭିଯୁକ୍ତ ଜଣକ ହେଲା ଜୟପୁର ଇରିଗେସନ କୋଲନିର ସୁଚେନ ପ୍ରଫୁଲ ମଣି ସୂଚିତ । ପୋଲିସ ସୂଚନା ଅନୁଯାଇ ଜୟପୁର ଇରିଗେସନ କୋଲନି ନାମରେ ୨୦୦୨ ମସିହାରେ ଅପରାଧିକ ମାମଲା ରହିଥିଲା । ସେହି ଦିନଠାରୁ ସେ ଫେରାର ଥିବା ବେଳେ ଆଜି କୁମୁଲିପୁଟରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜୟପୁର ଟାଉନ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *