ବିଭିନ୍ନ ଅନୁଷ୍ଠାନ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

Spread the love

ଜୟପୁର : ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଜୟପୁର ସ୍ଥିତ ସ୍ୱେଛାସେବୀ ଅନୁଷ୍ଠାନ ସିଓାର ଆନୁକୁଲ୍ୟରେ ସାଇକେଲ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ସାଇକେଲ ଶୋଭାଯାତ୍ରାକୁ ଜୟପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଜୟପୁର ରଜାନଗର ଠାରୁ ବାହାରି ସହରର ପ୍ରତିଟି ଓାର୍ଡ ଦେଇ ଜୟନଗର ଚିତବିନୋଦନ ପାର୍କ ଠାରେ ଶେଷ ହୋଇଥିଲା ଏହି ଶୋଭାଯାତ୍ରା । ଏହି ଶୋଭାଯାତ୍ରା ରେ ଗଛ ଲଗାଇବା, ପରିବେଶକୁ ସଫା ସୁତୁର ରଖିବା ନିମନ୍ତେ ସାଇକେଲ ଚଲାଇବା ପାଇ ସ୍ଲୋଗାନ ଦିଆଯାଇଥିଲା । ସେହିପର ଜୟପୁର ବନାଞ୍ଚଳ ତରଫରୁ ତେନାଙ୍ଗି ସଂରକ୍ଷିତ ଜଙ୍ଗଲ ରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜଙ୍ଗଲ ଜାତ ବୃକ୍ଷ ସହ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଜୟପୁର ବନାଞ୍ଚଳ ଅଧିକାରି ସଚିଦା ନନ୍ଦ ପରିଡାଙ୍କ ନେତୃତ୍ତ୍ୱରେ ଅନୁଷ୍ଠିତ ବୃକ୍ଷ ରୋପଣ କାଯ୍ୟକ୍ରମ ରେ ଫରେଷ୍ଟର ରଞ୍ଜିତା ନାୟକ, ଅରୁଣ କୁମାର ଜେନା, ସୁଶୀଲ କୁମାର ମହାନ୍ତି, ଫରେଷ୍ଟ ଗାର୍ଡ ଗୌତମ ସ୍ୱାଇଁ, ଅନିଲ ଦାସ, ଆମ ଜଙ୍ଗଲ ଯୋଜନା ର କର୍ମଚାରିଙ୍କ ସହିତ ପାରା ସ୍କାର୍ଡ ଓ ଅସ୍ଥାୟୀ ବନ କର୍ମଚାରି ଉପସ୍ଥିତ ଥିଲେ । ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଜୟପୁର ସ୍ଥ୍ିତ ସ୍ୱେଛାସେବି ଅନୁଷ୍ଠାନ ସିଓାର ଆନୁକୁଲ୍ୟରେ ସାଇକେଲ ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଛି । ଏହି ସାଇକେଲ ଶୋଭାଯାତ୍ରାକୁ ଜୟପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଜୟପୁର ରଜାନଗର ଠାରୁ ବାହାରି ସହରର ପ୍ରତିଟି ଓାର୍ଡ ଦେଇ ଜୟନଗର ଚିତବିନୋଦନ ପାର୍କ ଠାରେ ଶେଷ ହୋଇଥିଲା ଏହି ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ଗଛ ଲଗାଇବା, ପରିବେଶକୁ ସଫା ସୁତୁର ରଖିବା ନିମନ୍ତେ ସାଇକେଲ ଚଲାଇବା ପାଇ ସ୍ଲୋଗାନ ଦିଆଯାଇଥିଲା । ସେହିପର ଜୟପୁର ବନାଂଚଳ ତରଫରୁ ତେନାଙ୍ଗି ସଂରକ୍ଷିତ ଜଙ୍ଗଲ ରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଜଙ୍ଗଲ ଜାତ ବୃକ୍ଷ ସହ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଜୟପୁର ବନାଂଚଳ ଅଧିକାରି ସଚିଦା ନନ୍ଦ ପରିଡାଙ୍କ ନେତ୍ୃତ୍ୱରେ ଅନୁଷ୍ଠିତ ବୃକ୍ଷ ରୋପଣ କାଯ୍ୟକ୍ରମ ରେ ଫରେଷ୍ଟର ରଞ୍ଜିତା ନାୟକ, ଅରୁଣ କୁମାର ଜେନା, ସୁଶିଳ କୁମାର ମହାନ୍ତି, ଫରେଷ୍ଟ ଗାର୍ଡ ଗୌତମ ସ୍ୱାଇଁ, ଅନିଲ ଦାସ, ଆମ ଜଙ୍ଗଲ ଯୋଜନା ର କର୍ମଚାରି ଙ୍କ ସହିତ ପାରା ସ୍କାର୍ଡ ଓ ଅସ୍ଥାୟୀ ବନ କର୍ମଚାରି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *