ଚିତ୍ରକୋଣ୍ଡା ଜୋନ ୧ ବିଜୁ ଜନତା ଦଳର କର୍ମୀ ବୈଠକ

Spread the love

ମାଲକାନଗିରି : ଆଜି ଚିତ୍ରକୋଣ୍ଡା ବ୍ଲକ୍ ଉପାଧକ୍ଷ ପଦ୍ମନାଭ ଦାମୀ ଙ୍କ ନେତୃତ୍ୱରେ ରେ ଚିତ୍ରକୋଣ୍ଡା ଜିଲ୍ଲାପରିଷଦ ଜୋନ ୧ ର ୮ ଗୋଟି ପଂଚାୟତ ର ସବୁ ବିଜୁ ଜନତା ଦଳର କର୍ମୀ କୁ ନେଇ ପାପୁଲୁର ପଂଚାୟତ ର ପେଟାଲ ଠାରେ ଓ ଦୋରାଗୁଡା ପଂଚାୟତର ଗୌଡଗୁଡା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା!ଏଥିରେ ୨୦୨୪ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ନଜର ରଖିକି ଦଳ ଆଗକୁ କେମିତି ମଜବୁତ୍ ହେବ ସେ ନେଇ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଦୀପ ମାଝୀ ଜିଲ୍ଲା ମହିଳା ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟା ନାୟକ, ଚିତ୍ରକୋଣ୍ଡା ବ୍ଳକ ବିଧାୟକ ପ୍ରତିନିଧି ଅମିତ୍ ଅଗ୍ରୱାଲ ବ୍ଲକ୍ ଯୁଗ୍ମ ସମ୍ପାଦକ ଗଣେଶ ଖରା,ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ଯୁବ ନେତା ଚିତ ରଞ୍ଜନ ପଟ୍ଟନାୟକ, ସୁଶାନ୍ତ ଖରା,ଚନ୍ଦନ ସାହୁ,ସୁଶାନ୍ତ ଭାତ୍ରା ସୁଶାନ୍ତ ପ୍ରଧାନ, ସମିତି ସଭ୍ୟ ରାଜ କମଲ ପୁରୋହିତ,ସୁକ୍ରା ମୁଦୁଲି,ଦୂଳବ ଖିଲ ,ଶିବ ଖରା ଅର୍ଜୁନ ଦଳେଇ, ଦମୁ ହରିଜନ ୮ ଟି ପଂଚାୟତ ରସରପଂଚ ଓ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *