ଭାରସାମ୍ୟ ହରାଇ ଘରକୁ ପଶିଲା ଟ୍ରକ୍

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର ମାଥିଲି ଥାନା ସମ୍ମୁଖରେ ଗତକାଲି ସକାଳୁ ଭାରସାମ୍ୟ ହରାଇ ଜଣଙ୍କ ଘର ଭିତରକୁ ପଶିଗଲା ଟ୍ରକ । ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ସହଦେବ ନାୟକଙ୍କ ପରିବାର ଲୋକେ । ମାଲକାନଗିରିରୁ ଜୟପୁର ଅଭିମୁଖେ ଟ୍ରକଟି ଯାଉଥିବା ବେଳେ ଏଭଳି ଏକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରୁ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ ମାଥିଲି ଥାନାରେ ଅଟକ ରଖାଯାଇଛି ।

Leave a Reply

Your email address will not be published. Required fields are marked *