ସମ୍ବଲପୁର, ଝାରସୁଗୁଡା ଓ ଗଂଜାମ ଜିଲ୍ଲାରେ ଚାଲିବ ମୋ ବସ

Spread the love

ଭୁବନେଶ୍ୱର : ରାଜ୍ୟର ସମ୍ବଲପୁର, ଝାରସୁଗୁଡ଼ା ଓ ଗଂଜାମ ଜିଲ୍ଲାରେ ମୋ ବସ ସେବା ଆରମ୍ଭ ହେବ । ମୋ ବସ୍ -ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର-ବେଲପାହାଡ଼ରେ ଚାଲିବ । ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡିରେ ମଧ୍ୟ ମୋ ବସ ସେବା ଚାଲିବ । କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନସପୋର୍ଟ (କ୍ରୁଟ) ଦ୍ୱାରା ମୋ ବସ୍ ଚାଲିବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *