ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ଚତୁର୍ଥୀ ବା ନାଗ ଚତୁର୍ଥି।ବିଶ୍ୱାସ ଅଛି ଆଜି ର ଦିନରେ ନାଗ ଦେବତା ଙ୍କୁ ପୂଜାର୍ଚ୍ଚନା କଲେ ପରିବାର ର ମଙ୍ଗଳ ହୋଇଥାଏ।ଆଉ ସର୍ପ ଦଂଶନ ର ଭୟ ନଥାଏ।ବିଶେଷ କରି ତେଲୁଗୁ ସମ୍ପ୍ରଦାୟ ଲୋକ ମାନେ ଏହି ପୁଜାକରିଥାନ୍ତୁ ।ସକାଳୁ ସକାଳୁ ନାରୀ ମାନେ ସାପ ଗାତ(ହୁଙ୍କା) ନିକଟରେ ପରିବାର ସଦସ୍ୟ ମାନେ ଏକାଠି ହୋଇ ହୁଙ୍କା ନିକଟରେ ପୂଜା କରିଥାନ୍ତି। ପଞ୍ଚ ମୁରୁଜ ରେ ଝୋଟି ପାକାଇ ନାଗ ନାଗୁଣୀ ଙ୍କ ପାଇଁ କ୍ଷୀର,ପଞ୍ଚାମୃତ,ହଳଦୀ,ସିନ୍ଦୂର ,ରାଶି ପକାଇ ବିଭିନ୍ନ ପ୍ରକାର ଫଳ ପାଚିଲା ନୌବଦ୍ୟ ରଖି ପୂଜର୍ଚ୍ଚନା କରିଥାନ୍ତି।ତେବେ ଏନେଇ ଗୁଣପୁର ଗୋଡ଼ିଆବନ୍ଧ୍ ଗ୍ରାମ ର ଏକ ତେଲୁଗୁ ସମ୍ପ୍ରଦାୟ ପରିବାର ବେଶ୍ ଆଡ଼ମ୍ବରରେ ଚାଲିଛି ଏହି ପୂଜା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now