ଆସନ୍ତା ନଭେମ୍ବର ୫ରୁ କଟକ ବାଲିଯାତ୍ରା ଆରମ୍ଭ ହେବ । ନଭେମ୍ବର ୫ରୁ ୧୨ ଯାଏଁ ଚାଲିବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏଥର ଉପର ନୁହେଁ, ତଳ ପଡ଼ିଆରେ ଷ୍ଟଲ ପଡ଼ିବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now