ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ମାମଲାରେ ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କା ବିରୋଧରେ ଲାଗିବ ଦେଶଦ୍ରୋହ ଅପରାଧ ଦଫା

Spread the love

ଭୁବନେଶ୍ୱର : ଓଡିଶା ସିମ କାର୍ଡର ପାକିସ୍ତାନ ଲିଙ୍କ ନେଇ ତଦନ୍ତ କରୁଥିବା ସ୍ପେଶାଲ ଟାସ୍କ ଫୋର୍ସ ମାମଲାର ତଦନ୍ତ ଜାରୀ ରଖିଛି । ଅନ୍ୟ ପକ୍ଷରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପଠାଣୀ ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହର ଦଫା ଲଗା ଯିବ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ପଠାଣୀ ସାମନ୍ତ , ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ଓ ପଶ୍ଚିିମବଙ୍ଗରେ ଥିବା ଆଇଏସଆଇ ଏଜେଂଟଙ୍କ ସମ୍ପର୍କରେ ଥିଲା । ତେବେ ଏହି ମାମଲାରେ ଆଗକୁ ତଦନ୍ତ ଚଳାଇଛି ଏସଟିଅଫ । ଏହା ପୂର୍ବରୁ ପଠାଣୀଙ୍କ ବିରୋଧରେ ଅଫିସିଆଲ ଡାଟା ଲିକ୍ ନେଇ ପଶ୍ଚିମବଙ୍ଗର ଜଲପାଇଗୁଡି ଥାନାରେ ଅଭିଯୋଗ ରହିଛି ।

Leave a Reply

Your email address will not be published. Required fields are marked *