ରାଜଧାନୀ ରେ ଡ୍ରୋନ ମାଧ୍ୟମରେ ଆରମ୍ଭ ହେବ ପେଟ୍ରୋଲିଙ୍ଗ ପ୍ରକ୍ରିୟା

Spread the love

ଭୁବନେଶ୍ୱର : ରାଜଧାନୀ ରେ ଡ୍ରୋନ ମାଧ୍ୟମରେ ଆରମ୍ଭ ହେବ ପେଟ୍ରୋଲିଙ୍ଗ ପ୍ରକ୍ରିୟା l  ଉଚ୍ଚ ମାନର କ୍ୟାମେରା ଏହି କାର୍ଯ୍ୟରେ ବ୍ୟବହୃତ ହେବ l ଏହି ଡ୍ରୋନ 5 କିମି ପର୍ଯ୍ୟନ୍ତ ଯିବାର କ୍ଷମତା ରହିଥିବା ବେଳେ ଉଚ୍ଚକୁ 500 ମିଟର ପର୍ଯ୍ୟନ୍ତ ଏହା ଯାଇ ପାରିବ l ବିଶେଷ କରି ବଡ଼ ଧାରଣର ରାଲି, ବଡ ବଡ କାର୍ଯ୍ୟକ୍ରମ ର ସଂପୂର୍ଣ୍ଣ ସ୍ଥିତି କୁ ଆୟତ୍ତରେ ରଖିବା ପାଇଁ ସହାୟକ ହେବ l ଯେପରିକି ହକି ବିଶ୍ଵକପ କପ, G20 ପରି କାର୍ଯ୍ୟକ୍ରମ ରେ ଅଧିକ ସୁରକ୍ଷିତ ଭାବେ ହୋଇ ପାରିବ l ଏଥିପାଇଁ ସ୍ବତନ୍ତ୍ର ଲୋକଙ୍କୁ ଟ୍ରେନିଂ ଦିଆ ଯାଉଛି l ପ୍ରଥମେ ଯେଉଁ ସବୁ ସ୍ଥାନରେ ଲୟନ ଅର୍ଡର ସ୍ଥିତି ଦେଖିବାକୁ ମିଳୁଛି ସେହି ଅଞ୍ଚଳକୁ ପ୍ରଥମେ ଫୋକସ କରାଯିବ l ଏହି ଡ୍ରୋନ ଗୁଡିକରେ ଉଭୟ ଦିନ ଓ ରାତି ରେ କାର୍ଯ୍ୟ କରିବ l ଏଥିନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *