ଆଜି ବିଜେଡି ନେତା ପ୍ରଦୀପ ମାଝୀଙ୍କ ଗୋଆରେ ପଡିବ ହାତଗଣ୍ଠି

ଆଜି ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କର ଗୋଆରେ ପଡିବ ହାତଗଣ୍ଠି । ସବୁଠୁ ବଡ଼ କଥା ହେଲା ପ୍ରଦୀପମାଝୀଙ୍କ ଜୀବନସାଥୀ ହେଉଛନ୍ତି ସମ୍ବାଦିକା । ସୂଚନା ଅନୁଯାୟୀ ଗୋଆର ଏକ ରିସର୍ଟରେ ପ୍ରଦୀପଙ୍କ ହାତଗଣ୍ଠି ପଡିବ । ବିବାହ ପୂର୍ବରୁ ସରିଛି ମେହେନ୍ଦୀ ଓ ସଂଗୀତ ରସମ । ଆଜି ହଳଦୀ ପରେ ନିଜ ପରିବାର ଓ ସମ୍ପର୍କୀୟଙ୍କ ଗହଣରେ ହିନ୍ଦୁ ଧର୍ମର ରୀତିନୀତି ଅନୁଯୟୀ ବିବାହ କରିବେ । ଭୁବନେଶ୍ବର ପଳାଶୁଣି ଅଞ୍ଚଳର ସୁଶ୍ରୀ ସଂଗୀତା ସାହୁଙ୍କ ହାତ ଧରିବେ ପ୍ରଦୀପ । ସେ ରାଜଧାନୀ ର ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ପାଠପଢିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *