ଜୟପୁର : ଜୟପୁର ଉପ ଜିଲାପାଳ ଙ୍କ କାଯ୍ୟାଳୟରେ ରବି ଫସଲ ପାଇ ସେଟଲାଇଟ ସର୍ଭେ ଓ ଚାଷୀଙ୍କ ବ୍ୟାଙ୍କ ଏକାଉଂଟ ଉପରେ ଯାଂଚ ସମିକ୍ଷା କରାଯାଇଥିଲା । ଏହି ସମିକ୍ଷା ବୈଠକରେ ଜୟପୁର ଉପ ଜିଲାପାଳ ବେଦ ବର ପ୍ରଧାନ, ଜିଲା ଯୋଗାଣ ଅଧିକାରି ପ୍ରଦୀପ କୁମାର ପଣ୍ଡା, ସହକାରି ଜିଲା ଯୋଗାଣ ଅଧିକାରି ସୁଶୀଳ କୁମାର ଜେନା, ଡିଆରସିଏସ ଭବାନୀ ପ୍ରସାଦ, ଏଆରସିଏସ ପ୍ରଚୀତା ଜେନା, ତହସିଲଦାର ସାଗରିକା ଷଡଙ୍ଗୀ ସହ ଲ୍ୟାମ୍ପସ ଏମଡି , ମିଶନଶକ୍ତି ଓ ପାଣି ପଂଚାୟର ସମ୍ପାଦକ ମାନେ ଉପସ୍ଥିତ ଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now