ଆଖି ବୁଜିଲା ରାମୁ । ଚନ୍ଦକା ଜଙ୍ଗଲରୁ ଦନ୍ତା ହାତୀ “ରାମୁ”ର ମୃତଦେହ ଠାବ ହୋଇଛି । ବିଦ୍ୟୁତ ଆଘାତରେ ରାମୁ ପ୍ରାଣ ହରାଇବା ସନ୍ଦେହ ହେଉଛି । ଚୁନୁକୁଳି ବସ୍ତି ନିକଟ ଚନ୍ଦକା ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି । ବିଦ୍ୟୁତ ବିଭାଗ ଠାରୁ ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚିଥିବା ଜଣାପଡିଥିବା ବେଳେ ରାମୁ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now