ପୁଣି ଖାକିରେ କଳଙ୍କ: ବିବାହ ପ୍ରତିଶ୍ରୁତି ଦେଇ ଲୁଟିଲେ ଇଜ୍ଜତ

ପୁଣି ଖାକିରେ କଳଙ୍କ । ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ  ଦୁଷ୍କର୍ମ ଓ ଦିର୍ଘଦିନ ଶାରିରୀକ ସଂପର୍କ ଓ ଗର୍ଭବତୀ କରି ଧକ୍କା ଦେଲେ ମାଲକାନଗିରି SOGର ଟ୍ରେନିଂ ପ୍ରାପ୍ତ ସବଇନ୍ସପେକଟର ବିଜୟ କୁମାୟ ସାହୁ । ଯୁବତୀଙ୍କ ଅଭିଯୋଗ ପରେ ଗରିଫ କଲା ବାଲିଆପାଳ ପୋଲିସ । ସୁଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଳକ୍ ର ବଡ଼ ତାଳପଦା ଗ୍ରାମର ବିଜୟ କୁମାୟ ସାହୁ ଜଣେ ଯୁବତୀଙ୍କ ସହିତ ଶାରୀରିକ ସଂପର୍କ ତା ପରେ ପ୍ରେମ ପ୍ରତିଶୃତି, ଗର୍ଭବତୀ ପରେ ପ୍ରତାରଣାର ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀ। ଯୁବତୀଙ୍କ ଅଭିଯୋଗ ମୁତାବକ ୨୦୧୭ ମସିହାରେରେ ଯୁବତୀ ଜଣକ ବାଲିଆପାଳ ବିଦ୍ୟାଳୟରେ ପାଠ ପଢୁ ଥିବା  ସମୟରେ ତଳପଦା ଗ୍ରାମର ବିଜୟ କୁମାର ସାହୁଙ୍କ ପ୍ରେମ ସମ୍ଫର୍କ ଗଡି ଉଠିଥିଲା   ତା ପରେ ମନ୍ଦିରରେ ବିବାହ ଏବଂ ପରେ ଶାରୀରିକ ସମ୍ପର୍କ ରଖି ଥିଲେ । ସେ ଚାକିରୀ ପାଇବା ପରେ ସ୍ତ୍ରୀ ହୋଇ ଘରକୁ ନେବେ ବୋଲି ପ୍ରତିଶୃତି ଦେଲେ,ମାତ୍ର ଏବେ ପ୍ରେମ ପ୍ରତାରଣାର ସ୍ୱୀକାର ହେଇଥିବା ଅଭିଯୋଗ ହେଇଛନ୍ତି ଯୁବତୀ ଜଣଙ୍କ ।ପୋଲିସ ଚକିରି ପାଇବା ପରେ ଏବେ ବିଭାହ କରିବେ ନାହିଁ ବୋଲି ମନା କରିବା ପରେ । ଯୁବତୀ ଜଣଙ୍କ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରି ଥିଲେ । ତେବେ ଅଭିଯୋଗ ଅନୁଯାଇ ବାଲିଆପାଳ ପୋଲିସ ବିଜୟଙ୍କୁ ଗିରଫ କରି କୋଟ ଚାଲାଣ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *