ହାତୀ ଉପଦ୍ରବ

Spread the love

ରାୟଗଡା: ପୁଣି ହାତୀ ଉପଦ୍ରବ। ରାୟଗଡା ଜିଲ୍ଲା ଗୁଣପୁର ବନାଞ୍ଚଳର ପଦ୍ମପୁର ସେକସନ ତରାମାଳ ଜଙ୍ଗଲ ନିକଟରେ ୬ଟିକିଆ ହାତୀ ପଲ ଦେଖିବାକୁ ମିଳିଛି। ଆଜି ଭୋରୁ ହାତୀମାନେ ୧୫ରୁ ଅଧିକ ଚାଷୀଙ୍କ ଧାନ ଜମି ନଷ୍ଟ କରିଛି। ଦୀର୍ଘ ଦିନ ହେଲା ହାତୀ ମାନେ ଏହି ଜଙ୍ଗଲରେ ଚଳପ୍ରଚଳ କରୁଛନ୍ତି। ଅନେକ ଚାଷୀଙ୍କ ଧାନ ଜମି ନଷ୍ଟ ହେଉଛି ଏଥିପାଇଁ ବନ ବିଭାଗ ହାତୀ ଘଉଡେଇବା ପାଇଁ ଏଠାକାର ଲୋକମାନେ ନିବେଦନ କରୁଛନ୍ତି। ଏପଟେ ହାତୀ ଘଉଡାଇବା ପାଇଁ ବନ ବିଭାଗର ଏକ ଟିମ ମୃତୟନ ହୋଇଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *