ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କର ଛୁଟି ରଦ୍ଦ କଲେ ସମ୍ବଲପୁର ଜିଲ୍ଲାପାଳ

Spread the love

ଭୁବନେଶ୍ୱର : ଲଗାଣ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସମ୍ବଲପୁର ଜିଲ୍ଲାପାଳ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କର ସମସ୍ତ ଛୁଟିକୁ ରଦ୍ଦ କରି ଦେଇଛନ୍ତି । ସମସ୍ତଙ୍କୁ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡିବାକୁ ନିର୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *