ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଲେ ସଂଗୀତା ସିଂହଦେଓ

Spread the love

ଭୁବନେଶ୍ୱର : ଇସ୍ପାତ ଏକ୍ସପ୍ରେସ ଓ ପୁରୀ -ଦୁର୍ଗ ଏକ୍ସପ୍ରେସ ଆସନ୍ତାକାଲି ଠାରୁ ସୁବର୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲୀ ଷ୍ଟେସନରେ ଅଟକିବ । ଏହି ସୂଚନା ଦେଇଛନ୍ତି ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ । ଏ ସମ୍ପର୍କରେ ସେ କରିଥିବା ଅନୁରୋଧକୁ ସ୍ୱୀକାର କରାଯାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି କାରଣରୁ ଏହି ଅଂଚଳର ଲୋକ ମାନେ ଲାଭାନ୍ୱିତ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *