ମହୁମାଛି ଆକ୍ରମଣରେ ସରପଂଚଙ୍କ ମୃତ୍ୟୁ

ଗଂଜାମ : ଜଗନ୍ନାଥ ପ୍ରସାଦ ବ୍ଲକ କୁଡୁତାଇ ସରପଂଚ ସନତ କୁମାର ପ୍ରଧାନ ଜମିରେ ହଳ କରୁଥିବାବେଳେ ମହୁମାଛି ଆକ୍ରମଣର ଶୀକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭଂଜ ନଗର ହସିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରଏମ୍ସକୁ ନିଆ ଯାଇଥିଲା । ତେବେ ସେଠାରେ ତାକଂର ମୃତ୍ୟୁ ଘଟିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *