ବାହାହେଲେ ସାରଥିଙ୍କ ପୁଅ ସତ୍ୟମ୍

Spread the love

ବାହାହେଲେ ଆତ୍ମଘୋଷିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମ୍ ରାଉଳ । ଶନିବାର ଦିନ ପାରାଦ୍ୱୀପ ଉପକଣ୍ଠ ବାଲଡିଆ ଗାଁରେ ବାହା ହୋଇଛନ୍ତି ସତ୍ୟମ । ଉକ୍ତ ଗାଁର ଅଶୋକ ସେନାପତିଙ୍କ ଝିଅଙ୍କୁ ବୈବାହିକ ରୀତିନୀତିରେ ସତ୍ୟମ୍ ବିବାହ କରିଛନ୍ତି । ଏନେଇ ଶନିବାର ସକାଳୁ ଖବର ପ୍ରଚାର ହେବା ପରେ ସତ୍ୟମଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *